ଆସ ଖାଏମାଁ ନୂଆଁ
ଆସ ଖାଏମାଁ ନୂଆଁ
____________
____________
ବଛର୍ କେ ଥରେ ଆଏସି ଆମର୍, ନୂଆଁଖାଇ ତିହାର୍
ତିହାର୍ ମାନକର୍ ଭିତରେ ବଡ , ଏ ଚାଷୀର ତିହାର୍ I
କ୍ଷେତ୍ ମାନକୁ ପାଚଲାନ ପରେ , କେତେ କିସମ୍ ଧାନ୍
ପହେଲା ଫସଲ ଦେଖି ଚାଷୀ , ହେଲା ଉଷତ୍ ମନ୍ I
ଘର୍ ଦୁଆର୍ ସବୁ ଲିପା ପୁଛI , କେତେ ସଫା ସୁତର୍
ଭୁଦୋ ମାସର୍ ଖରା ଥି ଦେଖ , ଦିଶୁଛେ କେତେ ସୁନ୍ଦର୍ I
ଚାଷୀର୍ ସାଙ୍ଗେ ନୂଆଁ ଧାନେ , ଆସ ଖାଏମା ନୂଆଁ
"ଖିରୀ" ଭୋଗ୍ ଲଗେଇ କହେମାଁ , ବୁଢାର୍ ମାଟି ମାଁ I
ଭୋଗ୍ ରାଗ୍ ନେଇ ପୂଜା କରମ। , ସବୁ ଦେବା ଦେବୀ
ମାଁ ସମଲେଇ , ମେଟାକାନୀ , ମାଆଁ ଗୋ ଭୈରବୀ I
ପାଟଣେଶ୍ବରୀ , ମେଟ।କାନୀ , ମାଆଁ ସୁରସୁରୀ
ବୁଢାରଜା , ଚନ୍ଦଲିପାଟ , ମାଁଗୋ ମାହେଶ୍ଵରୀ I
ବରଷ୍ ଯାକର୍ ଦୁଃଖ୍ , ସୁଃଖ୍ ଥି ,ହେଇଥିବ ସାହା
ବିପଦ୍ ଆପଦ୍ ସବୁବେଲେ କରିଥିବ ଆହା I
ନୂଆଁଖାଇ ହେମା ଜୁହାର ଭେଟ ,ରାଗ୍ ରିସା ଭୁଲି
ନାଟ୍ କିର୍ତ୍ତନ ଥି ଦୁଲ୍ କି ଯିବା, ଗାଁ ର ମଝାଖୁଲି I

Comments
Post a Comment